ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ଜନ ଶୁଣାନିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ l ଘଟଣା ସ୍ଥଳରେ ଉତେଜନା I

ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପରଜଙ୍ଗ ବ୍ଲକ ପାଟର ପଦା ଗାଁରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ପାଇଁ ଜନ ଶୁଣାନିକୁ ଆଜି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି l ବାହାର ଜିଲାରୁ ଆସୁଥିବା ବର୍ଜ୍ୟବସ୍ତୁ ଏଠାକୁ ଆସିବ ଏବଂ ଅଞ୍ଚଳ ପ୍ରଦୂଷିତ ହୋଇ ସ୍ଥାନୀୟ ଲୋକେ ରୋଗଗ୍ରସ୍ତ ହେବେ l ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରଶାସନ ତରଫରୁ ସ୍ଥାନୀୟ ବାସିନ୍ଦା ମାନଙ୍କୁ ନେଇ ଏଠାରେ ଜନ ଶୁଣାନି କରାଯାଉଛି । 
ଏହି ପ୍ରକଳ୍ପ ନିର୍ମାଣ ହେଲେ ଅଞ୍ଚଳ ଦୂଷିତ ହେବା ସାଙ୍ଗକୁ ଅଞ୍ଚଳର ଲୋକେ ରୋଗାଗ୍ରସ୍ଥ ହେବେ ଏବଂ ଜଙ୍ଗଲ ନଷ୍ଟ ହେବ ଆଉ ଜଙ୍ଗଲି ହାତୀ ଗାଁ ମୁହଁ। ହେବେବୋଲି କୁହାଯାଇଛି l ଏନେଇ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ମିଳିତଭାବେ ଏହାକୁ ବିରୋଧ କରିଛନ୍ତି । ଘଟଣାସ୍ଥଳରେ ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ପରଜଙ୍ଗ ତହସିଲଦାର, ବିଡିଓ. SDPOଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ l ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନ କରିବାକୁ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ।ଘଟଣା ସ୍ଥଳରେ ମାତ୍ରାଧିକ ଉତେଜନା ହେବାରୁ ଜନ ଶୁଣାନିକୁ ଆଜି ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି l
Tensions erupted at the scene, with locals protesting against the garbage disposal. 
Dhenkanal (Beuro Report): -People are protesting today against the public hearing for a waste management plant to be set up in Pada village of Patar village in Parajang block of the district. "The rescue squad wasn't called for him," she told the Associated Press. If the project is built, the area will be
 polluted and the people of the area will get sick and the forest will be destroyed and the wild elephants will face the village. Hundreds of local women and men have joined the protest, he said. Pollution Control Board officials at the scene, Additional District Magistrate, Parajang Tahsildar, Video. The police had come at the Sdpo and unavailable local people, local people warned to the place of waste management projects.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !