ବି ଆଇ ପି ଏଫ୍ ପକ୍ଷରୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି l

ଯାଜପୁର (କାଳିଆପାଣି) :- ଇମ୍ଫା ର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ତରଫରୁ, ଚିଙ୍ଗୁଡ଼ିପାଳ ଗାଁ କମ୍ୟୁନିଟି ସେଣ୍ଟର ଠାରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁକିନ୍ଦା ବ୍ଲକ ଶିଶୁ ବିକାଶ ଓ ସମନ୍ଵୟ ଅଧିକାରୀ ସଂଯୁକ୍ତା କାନୁନଗୋ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସାକ୍ଷରତା ଦିବସ ର ଉଦ୍ଦେଶ୍ୟ '' ମାନବ କେନ୍ଦ୍ରିତ ପୁନରୁଦ୍ଧାର ପାଇଁ ସାକ୍ଷରତା '' ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ତରଫରୁ ଡିଜିଟାଲ ଟ୍ୟାବଲେଟ୍ ମାଧ୍ୟମରେ ଚାରିଗୋଟି ସ୍ଥାନ ଯଥା ବାଲିପଦା, କଅଂଶ, ପାଟଣା ଓ ଅରଡାପାଳ ଠାରେ ହେବାକୁ ଥିବା ସ୍ୱାକ୍ଷରିତl କର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ ତତ୍ ସମ୍ବନ୍ଧୀୟ ପୁସ୍ତକ ପ୍ରଦାନ କରିଥିଲେ l
 ଶ୍ରୀମତୀ କାନୁନଗୋ ଏହା ସହିତ ଏହିପରି ମହାନ୍ କାର୍ଯ୍ୟ ପାଇଁ ପ୍ରସଂଶା କରିଥିଲେ l ଏହି କର୍ଯ୍ୟକ୍ରମ ରେ ଇମ୍ଫା ର ପ୍ରଶାସନିକ ବିଭାଗ ମୁଖ୍ୟ ଶ୍ରୀ ଅଜୟ କୁମାର ବେହୁରିଆ, ବରିଷ୍ଠ ଲୋକସମ୍ପର୍କ ପରିଚାଳକ ଜଗନ ମୋହନ ମଲ୍ଲିକ, ସ୍ଥାନୀୟ ୱାର୍ଡ଼ ମେମ୍ବର ହେମଲତା ଦେହୁରୀ ଓ ନିରକ୍ଷର ମହିଳାମାନେ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି I ବି ଆଇ ପି ଏଫ୍ ର କର୍ମକର୍ତ୍ତା ହେମ ଲତା ମହାନ୍ତ, ପୂର୍ଣଚନ୍ଦ୍ର ମହାନ୍ତ, ଶମ୍ଭୁ ନାଥ ନାୟକ ଓ ଇମ୍ଫା ର ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ପରିଚାଳନା ରେ ସହଯୋଗ କରିଥିଲେ l
International Literacy Day has been observed on behalf of the B I P F. 
Jajpur (Kaliapani): - International Literacy Day has been observed at Chingudipal Village Community Center on behalf of Banshidhar and Ila Panda Foundation, Impha Social Responsibility Organization, and Sukinda Block Child Development and Coordination Officer The purpose of the "Literacy for Human-centered Recovery" program was to launch a series of digital signatures from the Ila Panda Foundation in
 Banshidhar, Balipada, Kaansh, Patna and Ardapal, through digital tablets. Mr Ajay Kumar Behuria, Chief Administrative Officer, Impha, Jagan Mohan Mallick, Senior Public Relations Manager, Hemalta Dehuri, a local ward member, and illiterate women were present at the event. BI LF staff member Hem Lata Mahant, Purnachandra Mahant, Shambhu Nath Nayak and Impha Public Relations Officer Milon Ranjan Kar assisted in tax management. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !