ବିବାହର ର ପ୍ରଲୋଭନ ଦେଖାଇ ବୃଦ୍ଧା ଙ୍କୁ ଦୁଷ୍କର୍ମ ଅଭିଯୋଗ ।


ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଆଗଲପୁର ବ୍ଲକ ଆଗଲପୁର ଗ୍ରାମ ପଞ୍ଚାୟତ ଇଂଶା ଗ୍ରାମ ରେ ଜୈନିକ ୬୦ ବର୍ଷୀୟା ବୃଦ୍ଧା କୁ ସେହି ଗ୍ରାମର ୪୬ ବର୍ଷିୟ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଆଗଲ ପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଗଲପୁର ଗ୍ରାମ ପଞ୍ଚାୟତ ଇଂସା ଗ୍ରାମ ର ଆନନ୍ଦ ସରାଫ (୪୬) ଓ ଉକ୍ତ ଗ୍ରାମ ର ଗୀତା ସିକା ଦୀର୍ଘ ୨ବର୍ଷ ରୁ ଉର୍ଦ୍ଧ ହେବ ପ୍ରେମ ସମର୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ବୃଦ୍ଧା ର ସ୍ବାମୀ ବରୁଣ ସିକା ଓ ୩ ପୁଅ ବୋହୁ ତଥା ପରିବାର ବେଙ୍ଗଲୋର୍ କୁ ଶ୍ରମିକ ଭାବେ କାମ କରି ଯାଇ ଥିବାବେଳେ ଏହି ସୁଯୋଗ ରେ ବୃଦ୍ଧା ଗୀତା ସହିତ ଆନନ୍ଦ ସରାଫ ମଧ୍ୟରେ  ପ୍ରେମ ସମ୍ପର୍କ ରହି ଆସୁଥିଲା ଓ ଆନନ୍ଦ ବୃଦ୍ଧା କୁ ବିବାହ ର ପ୍ରଲୋଭନ ଦେଖାଇ ବାରଂବାର ଦୁଷ୍କର୍ମ କରି ଆସୁଥିଲା ବୋଲି ବୃଦ୍ଧା ଜଣକ ଆଗଲପୁର ଥାନାରେ ଅଭିଯୋଗ କରି ଛନ୍ତି । ଏହାରି ଭିତରେ ବୃଦ୍ଧା ର ଘରକୁ ଫେରିବା ପରେ ଘରେ ଉଭୟ ଙ୍କ ସମ୍ପର୍କ ରଖି ନ ପାରିବାରୁ ଗତ ତା ୩୦/୦୪ ରିଖ ଦିନ ସନ୍ଧ୍ୟା ରେ ଦୁହେଁ ଫେରାର ମାରିଥିଲେ । ଆନନ୍ଦ ସରାଫ ଆଗଲପୁର ଫେକ୍କ ରେ ପିଅନ ଭାବେ କାର୍ଯ୍ୟ କରନ୍ତି। ସେ ୩ଦିନ ଛୁଟି ନେଇଥିଲେ ବୋଲି ସୂଚନା ମିଳିଛି । ଏହି ତିନି ଦିନ ମଧ୍ୟରେ ଦୁହେଁ ଶାରୀରିକ ସମ୍ପର୍କ ରଖି ଆସୁ ଥିଲେ ବୋଲି ବୃଦ୍ଧା ଙ୍କ ଠାରୁ ସୂଚନା ମିଳିଛି ଓ ବିବାହ କରିବା ପାଇଁ କହିଥିଲା ହେଲେ ବିଭିନ୍ନ ଜାତିଆଣ ମନୋଭାବ ପ୍ରଦର୍ଶନ କରି ବିଭିନ୍ନ ଗାଳି ଗୁଲଜ କରି ବରଗଡ଼ ନିକଟସ୍ଥ ଏକ ମଠ ରେ ମୁ ଆସୁଛି କହି ଆନନ୍ଦ ଘରକୁ  ଚାଲି ଆସିଥିଲା ।ଏହା ପରେ କୌଣସି ପ୍ରକାରେ ସେହି ଠାରୁ ଚାଲି ଆସି ନିକଟ ରେ ଥିବା ଡୁଦୁକା ଗ୍ରାମ ରେ ରହୁଥିଲେ। ଓ ପରେ ଫୋନ ଯୋଗେ ଯୋଗାଯୋଗ କରି ନୁଆପ।ଲି ଗ୍ରାମ ର ନିଜ ସମ୍ପର୍କୀୟ ସତ୍ୟ। ନାଗ ଘରୁ ଇଂଶା ଗ୍ରାମ କୁ ମଧ୍ୟ ଖବର ଦେଇ ଥିଲେ ଘରେ ଆସି ରହିଲେ ।ଏହା ପରେ ବୃଦ୍ଧା ଜଣକ ଆଗଲପୁର ଥାନା ଆନନ୍ଦ ସରାଫ ଙ୍କ ନାମରେ ଏତଲା ଦେଇ ଥିଲେ । ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ ଆନନ୍ଦ ସରାଫ କୁ ଗିରଫ କରି ତଦନ୍ତ ଜାରି ରଖି ଡାକ୍ତରୀ ପରୀକ୍ଷା କରି ଆଜି ଲୋଇ ସିଂହ। କୋର୍ଟ କୁ ଚାଲାଣ କରିଥିବା ଆଗଲପୁର ଆଇ ଆଇ ସି ଶ୍ରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି। କେସ ନଂ ୭୭/୨୫ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଛି। ଏ ନେଇ ଆଗଲପୁର ଅଞ୍ଚଳରେ ଖୁବ୍ ଜୋର୍ ରେ ଚର୍ଚା ହେଉଥିବାର ଦେଖିବାକୁ ମିଳିଛି l ଏହି ଖବର ଟି ଯେତିକି ଲଜ୍ଜାଜନକ, ସେତିକି କୌତୁହଳ ର ବିଷୟ ଲାଗୁଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।