Posts

ବିଜେଡି ଦଳ ପକ୍ଷରୁ ୩୦ ଜିଲ୍ଲାପାଇଁ ନୂଆ ପଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି l

Image
ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ , ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ- ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ

ଚଳିତ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୫ ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଫର୍ମପୂରଣ କରି ପରୀକ୍ଷା ଦେଇପାରିବେ I

Image
କଟକ : ଚଳିତ ବର୍ଷ ବିନା ମାଟ୍ରିକ ପରୀକ୍ଷାରେ ମୂଲ୍ୟୟାନ କରାଯାଇ ବୋର୍ଡ ରେଜଲ୍ଟ ଘୋଷଣା କରିବା ପରେ ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ଘୋଷଣା କରିଛି ବୋର୍ଡ । ନମ୍ବରରେ ଅସନ୍ତୁଷ୍ଟ, ଫେଲ୍‌ ହୋଇଥିବା ଏବଂ ଫର୍ମ ପୂରଣ କରିପାରିବା ନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବାରୁ ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବୋର୍ଡ ପକ୍ଷରୁ ବାତିଲ୍‌ କରାଯାଇଛି ।  ଅନ୍ୟପକ୍ଷରେ ଉକ୍ତ ବିକଳ୍ପ ପରୀକ୍ଷା ପ୍ରାୟତଃ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରିବା ପାଇଁ ସରକାର ନିଷ୍ପତ୍ତି ନେବାର ଯୋଜନା ରହିଛି । ଏପରିସ୍ଥିତିରେ ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ବୋର୍ଡ ପାଖରେ ସମୟ ସୁଯୋଗ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ନହେଲେ ମଧ୍ୟ ଚଳିତ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୫ ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଫର୍ମପୂରଣ କରି ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । Students who have been deprived of the current High School Certificate 4 can take the exam by filling out the form on the basis of a notification issued on July 5. Cuttack: The Board has announced that t

ସୁକିନ୍ଦା ଓ ଦାନଗଦି ରେ ନିର୍ମାଣ ହେବ ଦକ୍ଷତା ବିକାଶ କେନ୍ଦ୍ର l

Image
ଯାଜପୁର - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଆଦିବାସୀ ଏବଂ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ସୁକିନ୍ଦା-ଦାନଗଦୀରେ ପ୍ରତିଷ୍ଠା ହେବ ୨ଟି ଦକ୍ଷତା ବିକାଶ କେନ୍ଦ୍ର (Skill Development Centre) ଜିଲ୍ଲା ଖଣିଜ ପାଣ୍ଠି (DMF) ପାଣ୍ଠିରୁ ପ୍ରାୟ ୧୨ କୋଟି ବ୍ୟୟରେ ସୁକିନ୍ଦାରେ ଆଦିବାସୀ ଦକ୍ଷତା ବିକାଶ କେନ୍ଦ୍ର ଏବଂ ଦାନଗଦୀରେ ମହିଳା ଦକ୍ଷତା ବିକାଶ କେନ୍ଦ୍ରର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଶୁଭ ଭିତ୍ତିପ୍ରସ୍ତର ଦେଇଛନ୍ତି। ଫଳରେ ନିଯୁକ୍ତିର ସୁଯୋଗ ଥାଇ ମଧ୍ୟ ଟ୍ରେନିଂ ଅଭାବରୁ କଳିଙ୍ଗ ନଗର ଶିଳ୍ପାଞ୍ଚଳ ଓ ବିଭିନ୍ନ ମାଇନ୍ସରେ ଚାକିରୀ ପାଇବାକୁ ପଛେଇ ଯାଉଥିବା ସୁକିନ୍ଦା-ଦାନଗଦୀର ଯୁବଗୋଷ୍ଠୀଙ୍କ ପାଇଁ ଏହା ସହାୟକ ହେବ। Skills Development Centers will be set up in Sukinda and Danagadi. Jajpur - Two Skill Development Centers will be set up at Sukinda-Danagadi in Sukinda constituency to provide employment to tribals and women. Ghadai has laid the foundation stone. As a result, employment opportunities will also be helpful for young people in Sukinda-Danagadi, who are lagging behind in getting jobs in Kalinga Nagar industrial area an

ପୂର୍ବତଟ ରେଳ ବିଭାଗ ତରଫରୁ ୯ ଟି ରେଳ ଚଳାଚଳ ପାଇଁ ସୂଚନା ଦିଆଯାଇଛି l

Image
ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟରୁ ଏହାର ପରିସୀମା ମଧ୍ୟଦେଇ ୯ଯୋଡ଼ା ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିଶେଷ ରେଳ ଗୁଡିକ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ବିଶେଷ ରେଳ, ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଏବଂ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଚଳାଚଳ କରିବ। ଏ ସଂକ୍ରାନ୍ତରେ ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।  ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ବିଶେଷ ଇସ୍ପାତ ଦ୍ରୁତଗାମୀ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବାକୁ ଥିବାବେଳେ ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଜୁନ୍‌ ୨୮ରୁ ଚାଲିବ। ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଜୁନ୍‌ ୨୭ରୁ ଏବଂ ହଟିଆ-ଏର୍ଣ୍ଣାକୁଲମ-ହଟିଆ ଶୀତତାପ ନିୟନ୍ତ୍ରିତ ବିଶେଷ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବ। ପ୍ରତି ଗୁରୁବାର ଗୌହାଟିରୁ ଏବଂ ଶନିବାର ସିକନ୍ଦରାବାଦରୁ ଛାଡୁଥିବା ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ରେଳ ୧ଜୁଲାଇରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।  ପ୍ରତି ଶନିବାର ଯଶୋବନ୍ତପୁରରୁ ଏବଂ ବୁଧବାର ଭାଗଲପୁରରୁ ଛାଡୁଥିବା ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ବିଶେଷ ରେଳ ଯଶୋବନ୍ତପୁରରୁ ୨୬ଜୁନ୍‌ରୁ ଏବଂ ପ୍ରତି ଶୁକ୍ରବାର ଯଶୋବନ୍ତପୁର-ଗୌହଟି-ଯଶୋବନ୍ତପୁର ବିଶେଷ ରେଳ ୨୫ ଜୁନ୍‌ଠାରୁ ପରବର୍ତ୍

ଅସହାୟ ଅବସ୍ଥାରେ ଦୁଇ ଅନାଥ ଶିଶୁ, ପ୍ରଶାସନ ର ଦୃଷ୍ଟି ପଡୁ l

Image
ଯାଜପୁର - ବାପା, ମା' ଚାଲିଗଲା ପରେ ଅନାଥ ହୋଇଗଲେ ଦୁଇଜଣ ଶିଶୁ l ଯାଜପୁର ରୋଡ ସ୍ଥିତ ଭାଟିଆ ଗ୍ରାମର ସନାତନ ମଳିକ ଜଣେ ଅଟୋ ଚାଳକ ତାଙ୍କର କରୋନା ରେ ଗତ ୦୯/୦୫ /୨୦୨୧ ରେ ମୃତୁ ହୋଇଥିଲା l ଭାଗ୍ୟର ବିଡ଼ମ୍ବନା, ଦୁଃଖର କଥା ତାଙ୍କର ସ୍ତ୍ରୀ କ୍ୟାନସର ରେ ପିଡୀତଥିଲେ, ସେ ମଧ୍ୟ ଶେଷ ରଜ ଦିନ ଅର୍ଥାତ୍ ୧୬/୦୬ /୨୦୨୧ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କର ଦୁଇ ଗୋଟି ଛୋଟ ପିଲା, ପୁଅ ଛ' ବର୍ଷ ଓ ଦଶ' ମାସର ଝିଅ I ତାଙ୍କ ପରିବାରରେ ଆଉ କେହି ନ ଥିବାରୁ ଦୁଇ ଅନାଥ ପିଲାଙ୍କ ଅଜା ପଞ୍ଚାନନ ତରେଇ ଯେକି ଶ୍ରୀବନ୍ତପୁର ପଂଚାୟତ,ଭଣ୍ଡାରୀପଡା,ଭଗତ ଭଗବାନପୁର ର ବାସିନ୍ଦା ଦୁଇପଲା ଙ୍କୁ ତାଙ୍କ ହେପାଜତକୁ ନେଇଛନ୍ତି l ପଞ୍ଚାନନ ତରାଇ ନିଜକୁ ନିଜେ ଚାଲିବା ଭାରି କଷ୍ଟ l ପିଲା ଦୁଇଟି କୁ ପୋଷିବେ କିପରି l ଗ୍ରାମବାସୀଙ୍କ ତରଫରୁ ଓ ଆମ ଚ୍ୟାନେଲ ମାଧ୍ଯମରେ ସରକାରଙ୍କୁ ଅନୁରୋଧ ପିଲା ଦୁଇଟି ର ଭବିଷ୍ୟତ ଉପରେ ନଜର ଦେଇ ଅନାଥ ପିଲା ଦୁଇଟି କୁ ନିଜ ହେପାଜତକୁ ନିଅନ୍ତୁ l  The helpless two orphaned children, the administration's attention.  Jajpur - Two children were orphaned after their father and mother passed away. Sanatan Malik, an auto driver from Bhatia village on Jajpur Road, died in his corona on 07/

ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି ।

Image
ଯାଜପୁର (ବ୍ଯାସନଗର) ତା୧୯/୬ ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପରିଚାଳନା ପରିଷଦର ନୂତନ ସଭାପତି ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଓ ସମସ୍ତ ସଦସ୍ଯମାନଂକୁ ବିଧାୟକ ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ବିଦାୟୀ ସଭାପତି ସଂତୋଷ କୁମାର ମିଶ୍ର ଓ ମହାବିଦ୍ଯାଳୟର ଅଧ୍ଯକ୍ଷ ଶିବ ଚରଣ ମାଝୀ ଅଭିନଂଦନ ଜଣାଇଥିଲେ । ଆଲୋଚନା କାଳରେ ମହାବିଦ୍ଯାଳୟର ବିଭିନ୍ନ ସମସ୍ଯା ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ଯପନ୍ଥା ନିର୍ଧାରଣ କରାଯାଇଥିଲା । ମହାବିଦ୍ଯାଳୟ ଉପରେ ଅଚାନକ ମାତ୍ରଧିକ ବିଦ୍ଯୁତ ବିଲ ଦାବିକରି ଏକତରଫା ବିଦ୍ଯୁତଯୋଗାଣ ବନ୍ଦ ନିଷ୍ପତିନେଇ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏ ବିଷୟରେ ଉଚ୍ଚ କର୍ତୃପକ୍ଷଂକ ସହ ଯୋଗାଯୋଗ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ମହାବିଦ୍ଯାଳୟର ନ୍ଯାକ ମାନ୍ଯତା ଓ ସ୍ବୟଂଶାସନ ମାନ୍ଯତା ବଜାୟ ରହିବା ପାଇଁ ଯଥାଶିଘ୍ରଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଗଲା । ଅଧିକନ୍ତୁ ମହାବିଦ୍ଯାଳୟର ନିଜସ୍ବ ଜମିକୁ ମାପଚୁପ କରାଯାଇ ତାର ସୀମାନିର୍ଧାରଣ ସହ ପାଚେରୀ କିମ୍ବା ତାରବାଡ ମାଧ୍ଯମରେ ସୁରକ୍ଷା କରାଯିବାକୁ ନିଷ୍ପତି ନିଷ୍ପତି ନିଆଯାଇଥିଲା । The first meeting of the newly formed governing council of the Jajpur (Byasnagar) Autonom

ଇମ୍ଫା ଖଣିରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ I

Image
ଯାଜପୁର(ସୁକିନ୍ଦା) : ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ପକ୍ଷରୁ ଆପୋଲୋ ହସ୍ପିଟାଲ ସହଯୋଗରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ ଶୁକ୍ରବାର ମହାଗିରି କଲୋନୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନ୍ୟୁନ  ୩୩୦ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ କରାଯାଇଥିଲା l ଇମ୍ଫାର ବରିଷ୍ଠ ଉପ ସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସଞ୍ଜୀବ ଦାସ, ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ଇମ୍ଫା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସକ ଡା. ଯୋଗୀ ଭାଷ୍କର ପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, ମାନବ ସମ୍ବଳ ପରିଚାଳକ ଗିରିଶ ପଟ୍ଟନାୟକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ମାନବ ସମ୍ବଳ ବିଭାଗ କର୍ମଚାରୀମାନେ ପଞ୍ଜିକରଣ, ଟୀକାକରଣ ଆଦିରେ ସହାୟତା କରିଥିଲେ l ଏହି ଟୀକାକରଣରେ ସାମିଲ ହେବାପାଇଁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, ଅଜୟ କୁମାର ପାଣ୍ଡେ, ମିଲନ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ l(ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l Covid vaccination program at Imfa mine.  Jajpur (Sukinda):