Posts

ପୋଲିସ୍ କବଜା ରେ ଗଞ୍ଜେଇ ମାଫିଆ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ନନ୍ଦପୁରବ୍ଲକ ଅନ୍ତର୍ଗତ ପିତାଗୁଡା ଚେକଗେଟ ଠ।ରେ ନନ୍ଦପୁର ପୋଲିସ ଖବର ପାଇ ପ୍ରାୟ ୪୦୫କେଜି ୫୩୦ଗ୍ରାମ ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ। ସୂଚନା ମୁତାବକ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଝଲାପୁଟ ଠାରୁ ଏକ ପିକଅପ୍ ଭ୍ଯାନ (ଓଆର୧୦ଡି୪୫୦୮)ରେ ଗଞ୍ଜେଇ ଜୟପୁରକୁ ଚାଲାଣ ହେଉଥିଲା ତେଣୁ ଏସ୍ ଡି ପିଓ ତପନ କୁମାର ମହାନନ୍ଦିଆଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ପୋଲିସ ଓ ଆଇଆଇସି କପିଳାସ ବେହେରା ପିତାଗୁଡା ଗେଟ ଠାରେ ପଚାର ଉଚାର କରି ଏହି ପିକଅପ୍ ଭ୍ଯାନ ଜବତ କରି ଗଞ୍ଜେଇ ସହ ୩୭୦ଟଙ୍କା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି ନନ୍ଦପୁରପୋଲିସ।ଗଞ୍ଜେଇର ଦାମ ୬ଲକ୍ଷ ରୁ ଉର୍ଦ୍ଧ ବୋଲି ଜଣାପଡିଅଛି I ସମସ୍ତ ଗିରଫ ମାନଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି l 

ସରକାରୀ ବାବୁଙ୍କ ମହାନୀୟତା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ସରକାରୀ ସ୍ତରରେ ସେବା ଯୋଗାଇ ଆସୁଛନ୍ତି ସେ, ସରକାରୀ କର୍ମଚାରୀ ଭାବେ ସବୁବେଳେ କର୍ମ ତତ୍ପରତା ଭିତରେ ମନ ଭିତରେ ଥାଏ ଆଉ ଏକ ପ୍ରଶ୍ନ, କେତେବେଳେ ସମୟ ମିଳିଲେ ସାଧାରଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଶ୍ରେଣୀ ପାଇଁ କିଛି ସମୟ ତାଙ୍କରି ସେବାରେ ନିଜକୁ ନିୟୋଜିତ କରି ଥାଆନ୍ତି ଏହି ବ୍ୟକ୍ତି l ସେ ହେଉଛନ୍ତି ଯାଜପୁର ଜିଲ୍ଲାର କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମହାଶୟ l ଏହି କର୍ଯ୍ୟକ୍ରମ ସେ କେବେଠୁ କରିଚାଲିଛନ୍ତି l ତାଙ୍କର ପ୍ରଚେଷ୍ଟାରେ ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ସହର ସାହି ଓ ମୁଣ୍ଡା ସାହି ର ପ୍ରାୟ ୫୦ ଜଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଲୋକଙ୍କୁ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ମହୋଦୟ ପହଞ୍ଚି ଶୀତ ବସ୍ତ୍ର (କମ୍ବଳ) ବଣ୍ଟନ କରିଥିଲେ l ସାଧାରଣ ଲୋକଙ୍କ ନିକଟରେ କିଛି ସମୟ କଟାଇ ସେମାନଙ୍କ ଭଲମନ୍ଦ ବୁଝି ଥିଲେ l ଏହି ଅବସରରେ କଳିଙ୍ଗନଗର ପ୍ରେସ୍ ଫୋରମ ର ସାମ୍ବାଦିକ ଶ୍ରୀଯୁକ୍ତ ରଙ୍ଗବଲ୍ଲଭ ସାହୁ, ପରମାନନ୍ଦ ଦାସ, ଉମାକାନ୍ତ ମହାପାତ୍ର ଓ ଦୁଷ୍ମନ୍ତ କୁମାର ଘଡାଇ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଲୋକମାନଙ୍କୁ ଏହି ସେବା ଯୋଗାଇଦେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ସୂଚନା ଦେଇଛନ୍ତି l ଏହିଭଳି ମହତ୍ ଓ ମ

ସ୍ନେହ ଶ୍ରଦ୍ଧା ର ନିଛକ ପ୍ରତିଛବି ବାପ ପୁଅ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ଯାଜପୁର - ନିଜ ହଜିଯାଇଥିବା ବାପାଙ୍କୁ ପାଖରେ ପାଇ ଭାବ ବିହୋଳ ହୋଇ କାନ୍ଦି ଉଠିଲେ ବାପା ଓ ପୁଅ । (ବାପା ପୁଅଙ୍କୁ ଆଜି ଏକାଠି କରିବାରେ ସାହାଯ୍ୟ କରିଥିବାରୁ ନିଜକୁ ବହୁତ ଆତ୍ମତୃପ୍ତି ଲାଗୁଛି ) ଏହା କେଉଁ ଚଳଚ୍ଚିତ୍ର ର କାହାଣୀ ନୂହେଁ l ମାନବ ସେବା ହିଁ ମାଧବ ସେବା ରୂପେ ଗ୍ରହଣ କରିଥିବା ଏକ ସ୍ବେଚ୍ଚାସେବୀ ଅନୁଷ୍ଠାନ ର ସତ୍ୟ ଆଧାରିତ ଜୀବନ୍ତ କାହାଣୀ l ତେବେ ଘଟଣା ଉପରେ ନଜର ପକାଇବା...  କିଛିଦିନ ତଳେ ଏହି ମୋଉସା ଜଣଙ୍କ ନିଜ ପରିବାର ଠାରୁ ଅଲଗା ହୋଇ ନିଖୋଜ ହୋଇ ଶୀତ ରାତିରେ ରାସ୍ତାରେ ଏଣେ ତେଣେ ବୁଲି ଦାଣ୍ଡ ଦୁଆରେ ସୋଉ ଥୁବାର ଖବର ଆମର ଦୁଇ ସ୍ୱଛାସେବୀ ଉମା ଭାଇ ଓ ବୁବୁନା ଭାଇ ଆମକୁ ମୋଉସଙ୍କୁ ଥଇଥାନ କରିବା ପାଇଁ ଆମକୁ ଖବର ଜଣାଇଥିଲେ ଏହାପରେ ଆମ କ୍ଳବ "CLUB THE YOUTH MASS" ର ସଦସ୍ୟମାନେ ଏହି ମୋଉସାଙ୍କୁ ନେଇ ଆଶ୍ରମରେ ରଖିଥିଲୁ , କିନ୍ତୁ ତାଙ୍କ ପୁଅ ଆଜି ଖବର ପାଇ ଆମ ପାଖରେ ପହଞ୍ଚି ବାରୁ ଆମ ସଦସ୍ୟ ଓ ପୋଲିସ ର ଉପସ୍ଥିତି ରେ ମୋଉସାଙ୍କୁ ତାଙ୍କ ପୁଅ ଙ୍କୁ ହସ୍ତାନ୍ତର କରିଲୁ । ଏହିପରି ମହାନ୍ କାର୍ଯ୍ୟ ପାଇଁ ସାରା ଅଞ୍ଚଳରେ ଜନସାଧାରଣ ଙ୍କ ପ୍ରସଂଶା ଏବଂ Rita vision News ପକ୍ଷରୁ ଧନ୍ୟବାଦ୍ ସହିତ ଶୁଭେଚ୍ଛା ଜଣାଉଛୁ l

କେମିତି ଗିରଫ୍ ହେଲେ କୋରାପୁଟ ଡ଼ିଇଓ ; ଦେଖନ୍ତୁ ସଂମ୍ପୂର୍ଣ୍ଣ ରିପୋର୍ଟରେ..

Image
କୋରାପୁଟ; ଶିକ୍ଷକ ଚିତ୍ତ ରଞ୍ଜନ ପଣ୍ଡା (ଚଗଲା)ଙ୍କ ଆତ୍ମହତ୍ୟା ବେଶ କିଛି ଦନ ହେଲା ଜିଲ୍ଲାରେ ତହଳ ପକାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀଙ୍କ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସବୁଠି ଲାଗିରହିଥିଲା ଚର୍ଚ୍ଚା। ଆଜି ଏସବୁର ଅବସାନ ଘଟିଲା ଏବଂ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡା ଗିରଫ ହେଲେ । କଟକ ରୁ ଗିରଫ କରିଛନ୍ତି ସ୍ୱତନ୍ତ୍ର ତଦନ୍ତ କାରୀ ଟିମ। ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ପିଅନ କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣାରେ ସମୁଦାୟ ଗିରଫ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଗତ ୨୧ ତାରିଖରେ ଜଣେ ବ୍ୟବସାୟୀ ଓ ଜଣେ ସାମ୍ବାଦିକ ଙ୍କୁ ଗିରଫ କରାଯାଇଥିଲା । ଶିକ୍ଷକ ଆତ୍ମହତ୍ୟା ପରେ ସୁଇସାଇଡ଼ ନୋଟ ରେ ଉଲ୍ଲେଖ ରହିଥିବା ବ୍ୟକ୍ତି ମାନେ ଫେରାର ହୋଇଯାଇଥିଲେ। ମାମଲା ର ତଦନ୍ତ ପ୍ରଥମେ କୋରାପୁଟ ଟାଉନ ଥାନା ପୋଲିସ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଘଟଣା ର ଗୁରୁତ୍ୱ କୁ ଦେଖି ସୁନାବେଡ଼ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ୫ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ତଦନ୍ତ ଟିମ ଅଦ୍ୟାବଧି ଦୁଇଟି ପର୍ଯ୍ୟାୟରେ ୪ ଜଣଙ୍କୁ ଗିରଫ କରିଛି । ଫେରାର ଥିବା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ବୋଲି କହିଛି। ୨୦୧୯ ଡିସେମ୍ବର ମାସ ୮ ତାରିଖ ରବିବାର ସକାଳୁ ଜିଲ୍ଲା ଅଧିକାରୀ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଙ୍କୁ ନିଜ

ରାଜ୍ଯ ସାମ୍ବାଦିକ ସଂଘ ଓଡିଶା ଆଉ ପାଦେ ଆଗରେ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ଭୁବନେଶ୍ବର (ବ୍ୟୁରୋ) - ସାମ୍ବାଦିକ ଙ୍କ କଲ୍ୟାଣ ପାଇଁ ଅଣ୍ଟା ଭିଡିଲା ଷ୍ଟେଟ ୟୁନିୟନ୍ ଅଫ୍ ଜୋର୍ନାଲିଷ୍ଟ୍ ଓଡିଶା l ଏହି ଅବସରରେ ଏହି ସଙ୍ଗଠନର ସଭାପତି ଶ୍ରୀଯୁକ୍ତ ଅଜୟ ସାହୁ,ସାଧାରଣ ସମ୍ପାଦକ କୈଳାସ ନାୟକ, welfare ବୋର୍ଡ଼ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଗନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ୧୧ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟସରକାରଙ୍କ ମିଡିଆ ପରାମର୍ଶଦାତା ଶ୍ରୀଯୁକ୍ତ ମାନସ ମଙ୍ଗରାଜ ଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ମଙ୍ଗରାଜ ସାମ୍ବାଦିକ ଙ୍କ ସବୁ ଦାବି କୁ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇ ଯେତେ ସମ୍ଭବ ଏହାକୁ କାଯ୍ୟକାରୀ ନିମନ୍ତେ ଚେଷ୍ଟା କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ l RITA vision News

ମାଗଣା ଆଖି ପରୀକ୍ଷା ଶିବିର ଅନୁଷ୍ଠିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର (ନୀଳପଦା ସାହି କମୁନିଟି ସେଣ୍ଟର) ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l ଏହି ଶିବିର ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ହସ୍ପିଟାଲ ଓ Rita vision News ପକ୍ଷରୁ ଆୟୋଜନ କରାଯାଇଥିଲା l ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ନଗର ସଭାପତି ଅଶିତ ଦାସ୍ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନଗୋବିନ୍ଦ ପୁର, ଧୂଳିଗଡ଼, ତ୍ରିଜଙ୍ଗା, ଧପଙ୍କି, ଦାନଗଦି ରୁ ଶତାଧିକ ଲୋକେ ନିଜର ଆଖିର ସମସ୍ୟାକୁ କୁ ନେଇ ଡାକ୍ତର ଙ୍କୁ ପରାମର୍ଶ ନେଇଥିଲେ l ଏମାନଙ୍କ ମଧ୍ୟରୁ ୧୫ ଜଣ ମହିଳା ଓ ପୁରୁଷ ଲୋକଙ୍କ ଆଖି ର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର କୁ ନିଆଯାଇଛି l ଏହି ଆଖି ରୋଗୀ ମାନଙ୍କ ଅସ୍ତ୍ରୋପଚାର ଓ ରହିବା, ଖାଇବା ଓ ଯିବାଆସିବା, ଔଷଧ ପ୍ରସ୍ତୁତ ମାଗଣାରେ ଯୋଗାଇ ଦିଆଯିବା ର ବ୍ୟବସ୍ଥା କରାଯାଇଛି l ଡାକ୍ତରଖାନା ତରଫରୁ ଡଃ. ଶ୍ରୀମନ୍ତ କୁମାର ସାହୁ, ଟେକ୍ନିସିଆନ୍ ଜସ୍ମିନ ସାହୁ, ଉପାସନା ଜେନା, ମୁନା ରାଉତ ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜନସାଧାରଣଙ୍କ ହିତ

ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ଶେଷ କରିବା ପାଇଁ ବିଧାୟକ ଅଣ୍ଟା ଭିଡିଛନ୍ତି l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ଦେଇ ଦୀର୍ଘ ରାସ୍ତା ର ଦୁରାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ବିଧାୟକ ଇ. ପ୍ରୀତିରଞ୍ଜନ ଘଡାଇ l ଏ ନେଇ ସେ ସମ୍ପୃକ୍ତ ଜିଲ୍ଲାର କତୃପକ୍ଷ ଆର୍ ଏଣ୍ଡ୍ ବି ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ଡୁବୁରୀ - ଚୋରଦା ୫୩ ନଂ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ କଲରଙ୍ଗୀ ଅତା ର ପ୍ରସ୍ତାବିତ ଷ୍ଟାଡିୟମ୍ ଓ ଡୁବୁରୀ ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଶ୍ରମିକଙ୍କ ସ୍ୱାର୍ଥରେ ଆସୁଥିବା ESI ହସ୍ପିଟାଲ ପାଇଁ ଶୀଘ୍ର ଜମି ଦିଅ:#ସୁକିନ୍ଦାବିଧାୟକ କଳିଙ୍ଗ ନଗରରେ ପ୍ରସ୍ତାବିତ ଇଏସଆଇ ହସ୍ପିଟାଲ ଲାଗି ଆବଶ୍ୟକ ଜମି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। 100 ବେଡର ହସ୍ପିଟାଲ ପ୍ରତିଷ୍ଠା ହେଲେ,କଳିଙ୍ଗ ନଗରର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରୁଥିବା ପ୍ରାୟ 50ହଜାର ଶ୍ରମିକ-କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। 2011ରେ ଘୋଷାଣା ହୋଇଥିବା ଇଏସଆଇ ହସ୍ପିଟାଲର ସମସ୍ୟା ଦୂର କରିବାକୁ ବିଧାୟକ ଘଡ଼ାଇ, ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହସ୍ତକ୍ଷେପ ଲୋଡିଛନ୍ତି।