Posts

ଚାନ୍ଦା ଆଦାୟ କୁ ନେଇ ବିଜେଡ଼ି ଦଳର ଦୁଇ ଗୋଷ୍ଠୀ ମଧ୍ଯରେ ହାତାହାତି l କିଛି ଲୋକ ଗୁରୁତର..

Image
  ଯାଜପୁର(କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଯଖପୁରା ଥାନା ଅନ୍ତର୍ଗତ ଯାଖପୁରା ଜଟିଆଷ୍ଟିଲି ପ୍ଲାଣ୍ଟ ରେ ପ୍ରସନଜିତ ନାୟକଙ୍କ ମମତା ଇନ୍ଟର୍ପ୍ରାଇଜେସ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ଚାଲିଥିବା ବେଳେ ଯଖପୁରା ବିଜେଡି ସରପଞ୍ଚ ରାଜା ସାମଲ ଜଟିଆ ଷ୍ଟିଲ ପ୍ଲାଣ୍ଟାରେ ରେ ଠିକାଦାର ଙ୍କୁ ୫୦ ଲକ୍ଷ୍ୟ ଚାନ୍ଦା ମାଗିଥିଲେ। ଠିକାଦାର ଚାନ୍ଦା ନ ଦେବାରୁ ବିଜେଡ଼ି ଠିକାଦାର ପ୍ରସନଜିତ ନାୟକ ଙ୍କୁ ଗୋଡେଗୋଡେଇ ମାଡ ମାରି ଥିବା ଅଭିଯୋଗ ହୋଇଛି l ତାଙ୍କ ଉପରକୁ ପେଟ୍ରୋଲ ବମ୍ ପକାଇବା ସହିତ ତାଙ୍କ ଗାଡ଼ିକୁ ନିଆଁ ଲଗାଇବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ ଓ ତାଙ୍କ ହାତ ଭାଙ୍ଗି ଦେଇଥିଲେ। ଠିକାଦାର ଙ୍କ କ୍ରର୍ମଚାରୀ ସସ୍ମୃତିରଞନ ବ୍ରହ୍ମ ଙ୍କ ମୁଣ୍ଡକୁ ମାଡ଼ ମାରି ରକ୍ତାକ୍ତ କରିବା ସହିତ ଠିକାଦାର ଭାଇ ଆଶିଷ ଅମିତାଭ ନାୟକ ଙ୍କୁ ମାଡ ମାରି ହାତ ଭାଙ୍ଗି ଦେଇଥିଲେ l ଏହି ମରଣାତ୍ମାକ ଆକ୍ରମଣ ଫଳରେ ଠିକାଦାର ଦୁଇ ଭାଇ ଙ୍କ ହାତ ଭାଙ୍ଗି ଯାଇଛି l ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଆହାତ ମାନଙ୍କୁ ଉଧାର କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନମସ୍ତେ ଭିର୍ତ୍ତି କରାଇଥିଲେ । ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାତ ମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିଥିଲେ। ...

ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ - ରାଜ୍ୟ କ୍ରିକେଟ୍‌ ମ୍ୟାଚ୍ ଆୟୋଜିତ l

Image
(ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଭାଗିତାରେ ସବଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ ଏକ ରୋମାଞ୍ଚକ ମ୍ୟାଚ୍‌ରେ ଓଡ଼ିଶା ଏକାଦଶଠାରୁ ଝାଡ଼ଖଣ୍ଡ ଏକାଦଶ ୧୫୭ ରନ୍‌ରେ ପରାସ୍ତ)  ଯାଜପୁର ( ସୁକିନ୍ଦା ) ୧୮/୧/ ୨୦୨୩ : - ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ ( ଟିଏସ୍ଏମ୍ଏଲ୍ ) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ( ଟିଏସ୍ଏଫ୍ ) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି ।  ଓଡ଼ିଶାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ରେ ଅବସ୍ଥିତ ଟିଏସ୍ଏସ୍ଏଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣି କ୍ୟାମ୍ପସ୍ ମଧ୍ୟରେ ଥିବା ଷ୍ଟିୱାର୍ଟ ସ୍କୁଲ ପଡ଼ିଆରେ ଏକ ୨୦ ଓଭର ବିଶିଷ୍ଟ କ୍ରିକେଟ୍‌ ମ୍ୟାନ୍‌ର ଆୟୋଜନ କରାଯାଇଥିଲା ।  ଓଡ଼ିଶାର ଦୃଷ୍ଟିବାଧିତଙ୍କ କ୍ରିକେଟ ଆସୋସିଏସନ୍ ଏବଂ ଝାଡ଼ଖଣ୍ଡର ଦୃଷ୍ଟିବାଧିତ କ୍ରିକେଟ ଆସୋସିଏସନ୍‌ର ଖେଳାଳିମାନେ ନିଜର ଅପୂର୍ବ ଦକ୍ଷତା ଓ ଅତୁଳନୀୟ ପ୍ରତିଭା ସହିତ ନିଜର ଉଚ୍ଚକୋଟୀର କ୍ରୀଡ଼ାନୈପୁଣତାର ପ୍ରଦର୍ଶନ ମାଧ୍ୟମରେ ବହୁସଂଖ୍ୟାରେ ଉପସ୍ଥିତ ଦର୍ଶକମାନଙ୍କୁ ରୋମାଞ୍ଚିତ କରିପାରିଥିଲେ ।  ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ଅଣର ସେକ୍ରେଟେରୀ ସନ୍ନ୍ୟାସୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନି...

ନିଜର ହକ୍ ପାଇଁ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ର ରଣ ହୁଙ୍କାର l ସରକାରଙ୍କୁ ଚେତାବନୀ..

Image
ଯାଜପୁର (କଳିଙ୍ଗନଗର) :- ଦାନଗଦୀ ବ୍ଲକ ଅନ୍ତର୍ଗତ ରାବଣା ଖଣ୍ଡୁରାଇ ମନ୍ଦିର ପରିସରରେ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ୨୯ ଭୂମିମୁକ୍ତି କୃଷକ ମଞ୍ଚ ସହସଂମ୍ପାଦକ ଶ୍ରୀବିଶୂକେତନ ମଙ୍ଗରାଜ ଓ ପରାମର୍ଶ ଦାତ୍ତା ଶ୍ରୀପୁରୁଷୋତ୍ତମ ବେହେରା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀ ମାନେ ନିଜ ନିଜର ମତ ରଖିଥିଲେ l ପିଢି ପରେ ପିଢି ଦିନ ପରେ ଦିନ ବିତି ଗଲାଣି, ଆଜକୁ ଶହେ ବର୍ଷ ଦ୍ଵାରରେ ପହଞ୍ଚିଲାଣି । ଇତି ମଧ୍ୟରେ ୯୫ ବର୍ଷ ବିତିଗଲା, ୨୯ ଗୋଟି ମୌଜାକୁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ । ଭାରତ ଏକ ଗଣ ତାନ୍ତ୍ରିକ ରାଷ୍ଟ୍ର ହେଲେ ବି ଆଜି ଆମେ ପରାଧୀନର ସ୍ବାଦ ଚାଖୁଅଛୁ । ସରକାର ପରେ ସରକାର ବଦଳି ଚାଲିଛି । ଅଥଚ ଆମ୍ଭେ ଏ ପର୍ଯ୍ୟନ୍ତ ନିଜ ଜମିର ମାଲିକାନା ପାଇ ପାରିଲୁ ନାହିଁ । ସରକାର ଦ୍ୱିତୀୟ ଇସ୍ପାତ କାରଖାନାର ସପ୍ନ ଦେଖୁଥିଲେ, ହେଲେ ତାହା ସଫଳ ମଧ୍ୟ ହେଲା । କାରଖାନାର ଚତୁପାର୍ଶ୍ଵର ଉନ୍ନତି ନିମନ୍ତେ ଭୂ-ବନ୍ଦୋବସ୍ତ ବନ୍ଦ କରିଦିଆଗଲା। କାରଖାନାତ ହେଲା, ଯେତିକି ଜମି ନେବା କଥା ତ ନେଲା ହେଲେ ପାର୍ଶ୍ବବର୍ତ୍ତୀ ଚାଷ ଜମିକୁ କାହା ସାର୍ଥରେ ଏଯାଏଁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ ? ଏ ସମ୍ପର୍କରେ ୨୯ ଗୋଟି ମୌଜାର ଚାଷୀ ସରକାରଙ୍କୁ ଜବାବ୍ ମାଗିବା ପାଇଁ ଆଗେଇ ଆସିଛନ୍ତି । ର...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ଡ୍ରାଇଭର ମୃତ l

Image
କନ୍ଧମାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବାଲିଗୁଡା ରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ।ଘଟଣାସ୍ଥଳରେ ଟ୍ରାକଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବାଲିଗୁଡା ଥାନା ଡେଲାରପଦର ଗ୍ରାମର ହେମନ୍ତ ମଲ୍ଲିକ ହୋଇଥିବା ଜଣାପଡିଛି।ସୂଚନା ରୁ ପ୍ରତିଶତ ଯେ, କାମ ସାରିବା ପରେ ଟ୍ରାକଟର ଡ୍ରାଇଭର ଶ୍ରମିକଙ୍କୁ ସେମାନଙ୍କ ଗାଁ କୁ ଛାଡିବାକୁ ଯାଇ ଫେରୁଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟ୍ରିକିଆ ଗାଁ ନିକଟସ୍ଥ କସୁବାଲି ଘାଟିରେ ଗତକାଲି ରାତିରେ ଟ୍ରାକଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଟ୍ରାକଟର ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଖବର ପାଇ ଆଜି ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ପୁରାଣ ବର୍ଣ୍ଣିତ ଜଟାଧାରୀ ଶୈବପୀଠ ଅବହେଳିତ, ପ୍ରଶାସନ ର ଦୃଷ୍ଟି ପଡୁ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଳକ ର ଶାଳୀଜଙ୍ଗା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ବହୁ ପୂରାତନ ଶୈବପୀଠ ଜଟାଧାରୀ I ପାହାଡ଼ ପାଦଦେଶରୁ ଦୁଇହଜାର ମିଟର ଉଚ୍ଚ ରେ ବାବା ଜଟାଧାରୀ ଙ୍କ ପୀଠ I ବାବା ଶିବଶମ୍ଭୁ ଜଟାଧାରୀ ଏକ ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ଅଛନ୍ତି l ଅଙ୍କାବଙ୍କା ପଥର ର ପାଦଚଲା ରାସ୍ତାରେ ଯାଉଥିବା ବେଳେ ଭୟ ତ ନିଶ୍ଚୟ ସ୍ରୁଷ୍ଟି ହୁଏ, କିନ୍ତୁ ଜଟାଧାରୀ ଙ୍କ ଅସୀମ କୃପାରୁ ଭକ୍ତଙ୍କ ମନରେ ନା ଥାଏ ଭୟ କି କଷ୍ଟ l ବାବା ଶିବଶମ୍ଭୁ ଙ୍କ ଅଲୌକିକ ଶକ୍ତି ଭକ୍ତ ମାନଙ୍କୁ କରିଦିଏ ବିମୋହିତ l ତେଣୁ କାହିଁ କେତେ ଦୂରଦୂରାନ୍ତରୁ ନିଜର ମାନସିକ ପୂରଣ କରିବା ପାଇଁ ଆସୁଥିବା ଭକ୍ତଗଣ ଦିବ୍ୟ ଚେତନା ରେ ବଶୀଭୂତ ହୋଇଥାନ୍ତି l ମୁଖ୍ୟତଃ ମକରସଂକ୍ରାନ୍ତି ଉପଲକ୍ଷେ ତିନିଦିନ ଧରି ଏହି ପୀଠରେ ଆୟୋଜିତ ହୋଇଥାଏ ଭଜନ କୀର୍ତ୍ତନ, ମହାଯଜ୍ଞ ଏବଂ ଅନ୍ନପ୍ରସାଦ I ଚଳିତ ବର୍ଷ ରାବଣା ଗ୍ରାମର ମଣି ତାରିଣୀ ପୀଠାଧୀଶ ଙ୍କୁ ସ୍ଵପ୍ନାଦେଶ ହୋଇଥିଲା l ସେହି ଦିନଠାରୁ ଦୀର୍ଘ ୯ ମାସ ହେବ ପୀଠାଧୀଶ ସାଧୁ ଠାକୁରଙ୍କ ପାଖରେ ରହିଆସୁଛନ୍ତି ଏବଂ ସେହି ପୀଠର ବିକାଶ ପାଇଁ ଲାଗିପଡ଼ିଛନ୍ତି l ଗତବର୍ଷ ଏହି ମକରସଂକ୍ରାନ୍ତି ଉପଲକ୍ଷେ ମାନ୍ୟବର ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ପରିଦ...

ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି ଧଳା ବାଘୁଣୀ ରୂପା l

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) : - ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ। ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କ ନିର୍ଦ୍ଦେଶ ମୁତାବକ ବନ୍ୟ ବିଭାଗ ଓ ଚିକିତ୍ସକମାନେ ରୂପା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ରହୁଥିବା ୨୧ନଂ. ଏନକ୍ଲୋଜରରେ ଅଲଗା କରି ରଖିଥିଲେ। ଏହି ଏନ୍‌କ୍ଲୋଜରକୁ ସାଧାରଣ କର୍ମଚାରୀମାନଙ୍କ ଯାତାୟାତକୁ ବାରଣ କରାଯିବା ସହ ସିସି କ୍ୟାମେରା ଲଗାଯାଇ ରୂପାର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ଶୁକ୍ରବାର ଅପରାହ୍ନରେ ଦୁଇଟି ଓ ପରେ ଗୋଟିଏ ଶାବକକୁ ଜନ୍ମଦେଇଥିଲା ରୂପା। ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବାବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି। ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୮ ରେ ପହଞ୍ଚିଛି । ଗତବର୍ଷ ସେପ୍ଟେମ୍ବର ୨୨ ଓ ୨୩ ରେ ସାଧାରଣ ମହାବଳ ଭାଇ ରାଜେଶ ସହ ଧଳାବାଘୁଣୀ ଭଉଣୀ ରୂପାର ମିଳନ ହୋଇଥିଲା। ତେବେ ଧଳାବାଘୁଣୀ ରୂପା ସହ ସାଧାରଣ ବାଘ ରାଜେଶର ମିଳନ ହୋଇ ୨୦୨୨ ମାର୍ଚ୍ଚରେ ରୂପା ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ଦେଇଥିଲା।

ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ କୁ ସରକାର ଙ୍କ ଦୃଷ୍ଟି ପଡିବ କେବେ? ଦିବ୍ୟାଙ୍ଗ ଙ୍କୁ ସରକାରଙ୍କ ଅଣଦେଖା l

Image
ଭଦ୍ରକ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅନାଦି ଚରଣ ଦାସ ପ୍ରାଣପ୍ରତିଷ୍ଠାତା, ସଭାପତି ବାଇଧର ଦାସ, ଉପସଭାପତି ଭରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗୟାଧର ସେଠି ଙ୍କ ତତ୍ୱାବଧାନ ରେ ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ପ୍ରତିଷ୍ଠା କରାଯାଇଥିଲା l ୧୯୮୬ ମସିହା ରେ ସ୍ଥାପନ ହୋଇ ୧୯୮୮ ମସିହା ରେ ରେଜିଷ୍ଟେସନ(ପଞ୍ଜୀକରଣ) ହୋଇଥିଲା I ଏହି ସ୍କୁଲ ଟି ବର୍ତ୍ତମାନ ଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ l ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ର ବିଭିନ୍ନ ପ୍ରାନ୍ତର ରୁ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ପିଲା ଙ୍କୁ ନେଇ ଶିକ୍ଷା ଶିକ୍ଷା ପ୍ରଦାନ କରାଯାଉଛି l ପିଲାମାନେ ଏଠାରେ ଶିକ୍ଷା ଲାଭ କରି ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାର ପ୍ରମାଣ ରହିଛି l ୨୦୧୧ ମସିହା ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାରକୁ ନେଇ ୨୦୧୬ ମସିହା ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇଥିବା ବେଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିଲା l ୧୮/୦୯/୨୦୧୯ ରେ ତତ୍କାଳୀନ ଭୁବନେଶ୍ୱର ମେୟର ଓ ସାମାଜିକ ଅଧ୍ୟକ୍ଷା ସୁଲୋଚନା ଦାସ ଅନୁସନ୍ଧାନ କଲା ପରେ ଆର ପି ଡବ୍ଲୁ ଆକ୍ଟ ରେ ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍କୁଲ ସରକାରୀ ଅନୁଦାନ ରୁ ବଞ୍ଚିତ l ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବାର ତେର ବର୍ଷ ଶିକ୍ଷାଦାନ...